ଆର୍ଯ୍ୟସମାଜ ଭୁବନେଶ୍ୱରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର : ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଆର୍ଯ୍ୟସମାଜ ଭୁବନେଶ୍ୱର ଶହୀଦନଗର ପରିସରରେ କୋଭିଡ କଟକଣା ସହିତ ଏହାକୁ ପାଳନ କରାଯାଇଛି। ଦେଶର ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ବୁଦ୍ଧିଜୀବୀମାନଙ୍କ ପାଇଁ ଆମେ ଆଜି ଗର୍ବର ସହିତ ସ୍ୱାଧୀନ ଭାରତର ନାଗରିକ ବୋଲି ପରିଚିତ ହୋଇପାରୁଛେ। ତେଣୁ ଏହି ଦିବସର ମହତ୍ତ୍ୱ ସବୁଠାରୁ ଅଧିକ ବୋଲି ଅନୁଷ୍ଠାନର ସଭାପତି ଇଂ ପ୍ରିୟବ୍ରତ ଦାଶ … Continue reading ଆର୍ଯ୍ୟସମାଜ ଭୁବନେଶ୍ୱରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ